୨୭ରେ ନକ୍ସଲଙ୍କ ଭାରତ ବନ୍ଦ ଡାକରା

ମାଲକାନଗିରି: ମାଓ ସଂଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ଆଜି ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଆସନ୍ତା ୨୭ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି। ସେଣ୍ଟ୍ରାଲ କମିଟିର ମୁଖପାତ୍ର ଅଭୟ ଏହି ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।ସେ ଏହି ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ଗତ ୧୦ ମାସ ଧରି କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ବିରୋଧରେ କୃଷକ ସଂଗଠନ ଆନ୍ଦୋଳନ କରିଆସୁଥିବା ବେଳେ ଏହାକୁ କେନ୍ଦ୍ର … Continue reading ୨୭ରେ ନକ୍ସଲଙ୍କ ଭାରତ ବନ୍ଦ ଡାକରା